ପଞ୍ଚାୟତିରାଜ ମନ୍ତ୍ରଣାଳୟ
azadi ka amrit mahotsav

ଡିସେମ୍ବର ୨୭ରେ ୫୮ ଲକ୍ଷ ସ୍ୱାମୀତ୍ୱ ପ୍ରପର୍ଟି କାର୍ଡର ଇ-ବିତରଣ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ଦୁଇ କୋଟି ପ୍ରପର୍ଟି କାର୍ଡ ଲକ୍ଷ୍ୟ ଅତିକ୍ରମ କରିବ ସ୍ୱାମୀତ୍ୱ ଯୋଜନା

ପଚାଶ ହଜାର ଗାଁ ହେବେ ଉପକୃତ

Posted On: 26 DEC 2024 11:46AM by PIB Bhubaneshwar

ଡିସେମ୍ବର ୨୭ (ଶୁକ୍ରବାର)ରେ ଦିନ ପ୍ରାୟ ସାଢେ ୧୨ଟା ବେଳକୁ ଭିଡିଓ କନଫରେନ୍ସି ମାଧ୍ୟମରେ ସ୍ୱାମୀତ୍ୱ ପ୍ରପର୍ଟି କାର୍ଡର -ବିତରଣ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶଟି ରାଜ୍ୟ ଦୁଇଟି କେନ୍ଦ୍ର ଶାସିତ ଅଂଚଳର ପଚାଶ ହଜାର ଗାଁ ପାଇଁ ପ୍ରାୟ ୫୮ ଲକ୍ଷ ସ୍ୱାମୀତ୍ୱ ପ୍ରପର୍ଟି କାର୍ଡର -ବିତରଣ କରାହେବ ଛତିଶଗଡ, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତରପ୍ରଦେଶ ପରି ରାଜ୍ୟ ଜମ୍ମୁ-କାଶ୍ମୀର, ଲଦାଖ ପରି କେନ୍ଦ୍ର ଶାସିତ ଅଂଚଳରେ ଏହା ଲାଗୁ ହେବାକୁ ଯାଉଛି ଏହି ଅବସରରେ ସ୍ୱାମୀତ୍ୱ ଯୋଜନା ଦୁଇ କୋଟିରୁ ଅଧିକ ପ୍ରପର୍ଟି କାର୍ଡ ପ୍ରସ୍ତୁତ କରିବା ଲକ୍ଷ୍ୟ ଗୋଟିଏ ଦିନରେ ପ୍ରାୟ ୫୮ ଲକ୍ଷରୁ ଅଧିକ କାର୍ଡ ବଂଟାଯିବାର ସଫଳତା ହାସଲ କରିବ

କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, କେନ୍ଦ୍ର ପଂଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ର. ଏସ.ପି ସିଂହ ବାଘେଲ, ପଂଚାୟତିରାଜ ସଚିବ ବିବେକ ଭରଦ୍ୱାଜଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ମନୋନୀତ ହିତାଧିକାରୀଙ୍କ ସହ କଥା ହେବେ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ବହୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ପଦାଧିକାରୀ, ପଂଚାୟତ ପ୍ରତିନିଧିଙ୍କ ସମେତ ବହୁ ଅଂଶୀଦାର ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ ଆଂଚଳିକ କ୍ଷେତ୍ରରେ ଏହି ପ୍ରପର୍ଟି କାର୍ଡର ବିତରଣ ତଦାରଖ କରିବା ଲାଗି ପ୍ରାୟ ୧୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରତ୍ୟକ୍ଷ ଉପସ୍ଥିତ ରହିବେ

ସ୍ୱାମୀତ୍ୱ ଯୋଜନାର ସୁଫଳ ରୂପାୟନ ପାଇଁ ସାରା ଦେଶରେ ପ୍ରସ୍ତୁତି

ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ ସହ ଯୋଗସୂତ୍ର ରକ୍ଷା କରି ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି

ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୭ ତାରିଖରେ ଦେଶର କୋଡିଏ ହଜାର ସ୍ଥାନରେ ଓରିଏଂଟେସନ କାର୍ଯ୍ୟକ୍ରମ ଆୟୋଜିତ ହେବ

ସ୍ୱାମୀତ୍ୱ ଯୋଜନା ଅଧୀନରେ ମିଳିଥିବା ସଫଳତା

ଡ୍ରୋନ ମ୍ୟାପିଂ କଭରେଜ : ପ୍ରାୟ .୧୭ ଲକ୍ଷ ଗାଁରେ ସର୍ଭେ ସରିଛି

ପ୍ରପର୍ଟି କାର୍ଡ ବିତରଣ : .୪୯ ଲକ୍ଷ ଗାଁରେ ପ୍ରାୟ .୧୯ କୋଟିରୁ ଅଧିକା କାର୍ଡ ପ୍ରସ୍ତୁତି ସରିଛି

ପରିମାର୍ଜିତ ପ୍ରଶାସନ : ଡିଜିଟାଲ ଉପାୟରେ ଅନୁମୋଦିତ ହୋଇଥିବା ପ୍ରପର୍ଟି କାର୍ଡ ସ୍ଥାନୀୟ ପ୍ରଶାସନକୁ ମଜଭୂତ କରିବା ସହ ଗ୍ରାମ ପଂଚାୟତ ଡେଭଲେପମେଂଟ ପ୍ଲାନ (ଜିପିଡିପିଏସ)କୁ ବିକଶିତ କରିଛି

ଆର୍ଥିକ ଉନ୍ନତି : ଗ୍ରାମୀଣ ବାସିନ୍ଦାଙ୍କୁ ସଶକ୍ତି କରାଯାଇଛି

ନାରୀ ସଶକ୍ତିକରଣ : ପରିବର୍ତିତ ଆର୍ଥିକ ସାମାଜିକ ସୁରକ୍ଷା ସହ ମହିଳାଙ୍କୁ ନ୍ୟାୟିକ ଅଧିକାର

ବିବାଦ ସମାଧାନ : ସଠିକ ପ୍ରପର୍ଟି ମାପଚୁପ ଜମିଜମା ବିବାଦ କମାଇପାରିଛି

ଏସଭିଏଏମଆଇଟିଭିଏ - ଗ୍ରାମୀଣ ଭାରତବର୍ଷ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ

୨୪ ଏପ୍ରିଲ ୨୦୨୦ରେ ଜାତୀୟ ପଂଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ଡ୍ରୋନ ଜିଆଇଏସ ଯାନ୍ତ୍ରିକ ବିଦ୍ୟା ପ୍ରୟୋଗ କରି ଦେଶର ଗ୍ରାମୀଣ କ୍ଷେତ୍ରରେ ପ୍ରପର୍ଟି ମାଲିକମାନଙ୍କୁ ଏସଭିଏଏମଆଇଟିଭିଏ ଯୋଜନା ଅଧୀନରେ ସେମାନଙ୍କ ଅଧିକାର ଦେବାକୁ ଲକ୍ଷ୍ୟ ରଖାଯାଇଛି କୋଭିଡ ମହାମାରୀର ପ୍ରକୋପ ବେଳେ ବି ୨୦୨୦ ମସିହା ଅକ୍ଟୋବର ୧୧ ତାରିଖରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ପ୍ରପର୍ଟି କାର୍ଡର ପ୍ରଥମ ସେଟ ବିତରଣ କରିଥିଲେ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ପ୍ରଗତି ସହ ସ୍ଥିରତା ଆଣିବା ଲକ୍ଷ୍ୟରେ ସରକାରଙ୍କ ଆଭିମୁଖ୍ୟକୁ ଏସଭିଏଏମଆଇଟିଭିଏ ଯୋଜନା ପ୍ରତିପାଦିତ କରୁଥିବା କୁହାଯାଇଛି ପ୍ରପର୍ଟିମାଲିକମାନଙ୍କୁ ଏହି ଯୋଜନା କେବଳ ସଶକ୍ତ କରୁନାହିଁ ବରଂ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ସ୍ଥିରତା, ଭିତିଭୂମି ପ୍ଲାନିଂ ବିକାଶ ପରି କ୍ଷେତ୍ରରେ ସୁଧାର ଆଣିବା ଲକ୍ଷ୍ୟରେ ଏହା କାର୍ଯ୍ୟ କରୁଛି ବୋଲି ସୂଚନା ଦିଆଯାଇଛି

 PBD


(Release ID: 2088149) Visitor Counter : 13