ରାଷ୍ଟ୍ରପତିଙ୍କ ସଚିବାଳୟ
ପୂର୍ବତନ ରାଷ୍ଟ୍ରପତି ଆର୍. ଭେଙ୍କଟରମଣଙ୍କ ଜୟନ୍ତୀରେ ତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
04 DEC 2024 11:21AM by PIB Bhubaneshwar
ଭାରତର ରାଷ୍ଟ୍ରପତି ଶୀମତୀ ଦୌପଦୀ ମୁର୍ମୁ ଆଜି (୪ ଡିସେମ୍ବର ୨୦୨୪) ଭୁବନେଶ୍ୱର ରାଜ ଭବନଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଆର୍. ଭେଙ୍କଟରମଣଙ୍କ ଜୟନ୍ତୀ ଅବସରରେ ତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।

SR
(ରିଲିଜ ଆଡି: 2080923)
ପରିଦର୍ଶକ କାଉଣ୍ଟର : 72