ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିହାର ଜମୁଇରେ ଆଦିବାସୀ ହାଟ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 NOV 2024 5:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଜମୁଇରେ ଏକ ଆଦିବାସୀ ହାଟ ପରିଦର୍ଶନ କରିଛନ୍ତି । ଏହି ହାଟ ଆମ ଦେଶର ଆଦିବାସୀ ପରମ୍ପରା, ସେମାନଙ୍କର ଚମତ୍କାର କଳା ଏବଂ କୌଶଳର ସାକ୍ଷୀ ଅଟେ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ବିହାରର ଜମୁଇରେ ହେଉଥିବା ଏହି ହାଟ ଆମ ଦେଶର ଆଦିବାସୀ ପରମ୍ପରା, ସେମାନଙ୍କର ଚମତ୍କାର କଳା ଏବଂ କୌଶଳର ସାକ୍ଷୀ ଅଟେ ।”
SR
(ରିଲିଜ ଆଡି: 2078238)
ପରିଦର୍ଶକ କାଉଣ୍ଟର : 48
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam