ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 NOV 2024 4:55PM by PIB Bhubaneswar

କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି :

“ସମସ୍ତ ଦେଶବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳୀର ଅନେକ ଶୁଭକାମନା । ସ୍ନାନ-ଧ୍ୟାନ ଓ ଦୀପଦାନର ପବିତ୍ର ପରମ୍ପରା ସହିତ ଜଡିତ ଏହି ପର୍ବ ସମସ୍ତଙ୍କ ଜୀବନକୁ ସୁଖ-ସମୃଦ୍ଧି ଏବଂ ସୌଭାଗ୍ୟରେ ଆଲୋକିତ କରୁ, ଏହା ହିଁ ମୋର କାମନା ।”

 

SR     


(ରିଲିଜ ଆଡି: 2078237) ପରିଦର୍ଶକ କାଉଣ୍ଟର : 60