ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବୋତ୍ସୱାନାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଦୁମା ବୋକୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

प्रविष्टि तिथि: 03 NOV 2024 12:59PM by PIB Bhubaneshwar

ବୋତ୍ସୱାନାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀଦୁମା ବୋକୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛାଜଣାଇଛନ୍ତି । ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ସଫଳ କାର୍ଯ୍ୟକାଳ କାମନା କରିବାସହ ବୋତ୍ସୱାନା ସହ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାଦିଗରେ ଭାରତର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଛନ୍ତି ।

ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ବୋତ୍ସୱାନା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁଅଭିନନ୍ଦନ @duma_boko । କାର୍ଯ୍ୟକାଳର ସଫଳତାପାଇଁ ବହୁତ ଶୁଭେଚ୍ଛା । ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାଦିଗରେ ଆପଣଙ୍କ ସହ କାମ କରିବାକୁ ଆଗ୍ରହୀ ।”

   SR


(रिलीज़ आईडी: 2070446) आगंतुक पटल : 58
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam