ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2024 9:12AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ମଧ୍ୟପ୍ରଦେଶର ସମସ୍ତ ଅଧିବାସୀଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସର ଅନେକ ଶୁଭକାମନା । ପ୍ରାକୃତିକ ସମ୍ପଦ ଏବଂ ସାଂସ୍କୃତିକ ଐତିହ୍ୟ ଦ୍ୱାରା ସମୃଦ୍ଧ ଏହି ରାଜ୍ୟ ସମସ୍ତ କ୍ଷେତ୍ରରେ ବିକାଶର ନୂଆ ମାନଦଣ୍ଡ ହାସଲ କରିବା ଜାରି ରଖୁ, ଏହା ମୋର କାମନା ।”

 

SR


(ରିଲିଜ ଆଡି: 2070091) ପରିଦର୍ଶକ କାଉଣ୍ଟର : 71