ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ସନ୍ଥ ଶ୍ରୀ ସେବାଲାଲ ଜୀ ମହାରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 05 OCT 2024 2:41PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଥ ଶ୍ରୀ ବୋଲାଲ ଜୀ ମହାରାଜଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ସାମାଜିକ ସଂସ୍କାର ଓ ଆଧ୍ୟାତ୍ମିକତା ମାର୍ଗଦର୍ଶନର ଅଗ୍ରଦୂତ ଭାବେ ପ୍ରଶଂସା କରିଥିଲେ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଜୟ ସେବାଲାଲ! ସନ୍ଥ ସେବାଲାଲ ଜୀ ମହାରାଜଙ୍କ ସମାଧିରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଲି । ସେ ଆମ ଭିତରେ ସାମାଜିକ ସଂସ୍କାର ଓ ଆଧ୍ୟାତ୍ମକତା ମାର୍ଗଦର୍ଶନ କ୍ଷେତ୍ରରେ ଆଲୋକବର୍ତ୍ତିକା । ତାଙ୍କ ଶିକ୍ଷା ସର୍ବଦା ସେବାର ଭୂମିକାକୁ ଗୁରୁତ୍ୱ ଦେଇଥାଏ ।”

SR



(Release ID: 2062392) Visitor Counter : 4