ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୋମା ଇଣ୍ଡିଆର ଏମଡି ଅଲିନା ପୋସଲୁସଜନିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
22 AUG 2024 9:20PM by PIB Bhubaneswar
ପୋଲାଣ୍ଡରେ ବିବିଧ ସ୍ୱଚ୍ଛତା ଉତ୍ପାଦ ନିର୍ମାଣରେ ଅଗ୍ରଣୀ କମ୍ପାନି ଜୋମୋ ଇଣ୍ଡିଆର ଏମଡି ଅଲିନା ପୋସଲୁସଜନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଏବଂ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)ରେ ଗ୍ରହଣ କରାଯାଇଥିବା ଉଦାରୀକରଣ ନୀତି ସମ୍ପର୍କରେ କହିଥିଲେ ।ଭାରତରେ ଜୋମୋର ସମ୍ପ୍ରସାରଣ ଯୋଜନା, ବଜାର ଓ ନିବେଶ ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ଭାରତ ପକ୍ଷରୁ ମିଳିଥିବା ସହଯୋଗ ଓ ସୁବିଧା ପାଇଁ ପୋସଲୁସଜନି କୃତଜ୍ଞତା ଗଣାଇଥିଲେ ।
SR
(रिलीज़ आईडी: 2047922)
आगंतुक पटल : 64
इस विज्ञप्ति को इन भाषाओं में पढ़ें:
Telugu
,
English
,
Malayalam
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada