ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେରଳ ରାଜ୍ୟପାଳ

ପୋଷ୍ଟ କରାଯିବା ଦିନାଙ୍କ: 05 AUG 2024 3:26PM by PIB Bhubaneswar

 

କେରଳ ରାଜ୍ୟପାଳ ଶ୍ରୀ ଅରିଫ ମହମ୍ମଦ ଖାନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି, “କେରଳ ରାଜ୍ୟପାଳ ଶ୍ରୀ ଅରିଫ ମହମ୍ମଦ ଖାନ୍ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଭେଟିଛନ୍ତି ।”

SR


(ରିଲିଜ ଆଡି: 2041917) ପରିଦର୍ଶକ କାଉଣ୍ଟର : 68