ପୋଷ୍ଟ କରାଯିବା ଦିନାଙ୍କ:
24 JUN 2024 2:25PM by PIB Bhubaneswar
ସିକିମ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ସିଂ ତମାଙ୍ଗ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:
“ସିକିମ ମୁଖ୍ୟମନ୍ତ୍ରୀ ଶ୍ରୀ @PSTamangGolay , ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଭେଟିଲେ ।”
SR