ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ସହୀଦ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
Posted On:
23 JUN 2024 10:14AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କର ସହୀଦ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଉଜ୍ୱଳ ବ୍ୟକ୍ତିତ୍ୱ ଭବିଷ୍ୟତ ପୀଢ଼ିର ମାର୍ଗଦର୍ଶନ ଜାରି ରଖିବ ।
ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଦେଶର ମହାନ ସୁପୁତ୍ର, ବିଶିଷ୍ଟ ବିଚାରକ ତଥା ଶିକ୍ଷାବିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କର ସହୀଦ ଦିବସରେ ଭକ୍ତିପୂତ ପ୍ରଣାମ । ଭାରତ ମାତାର ସେବାରେ ସେ ତାଙ୍କର ଜୀବନ ସମର୍ପିତ କରିଥିଲେ । ତାଙ୍କର ତେଜସ୍ୱୀ ବ୍ୟକ୍ତିତ୍ୱ ଦେଶର ପ୍ରତି ପୀଢ଼ିକୁ ପ୍ରେରଣା ଯୋଗାଇବ ।”
SR
(Release ID: 2028139)
Visitor Counter : 64
Read this release in:
English
,
Urdu
,
Marathi
,
Hindi
,
Hindi_MP
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam