ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ପ୍ରେସ ବିଜ୍ଞପ୍ତି

प्रविष्टि तिथि: 05 JUN 2024 5:36PM by PIB Bhubaneswar

୧୭ତମ ଲୋକସଭାକୁ ତତ୍କାଳ ପ୍ରଭାବ ସହିତ ଭଙ୍ଗ କରିବାକୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଛି ।

ରାଷ୍ଟ୍ରପତି ୦୫.୦୬.୨୦୨୪ରେ କ୍ୟାବିନେଟର ଏହି ସୁପାରିସକୁ ଗ୍ରହଣ କରିଥିଲେ ଏବଂ ସମ୍ବିଧାନର ଅନୁଚ୍ଛେଦ ୮୫ର ଧାରା (୨)ର ଉପଧାରା (ବି) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତାର ବ୍ୟବହାର କରି ସପ୍ତଦଶ ଲୋକସଭା ଭଙ୍ଗ ପାଇଁ ଆଦେଶରେ ସ୍ୱାକ୍ଷର କରିଥିଲେ ।

 

*******

P.S/Swadhin/PIB Bhubaneswar


(रिलीज़ आईडी: 2022944) आगंतुक पटल : 133
इस विज्ञप्ति को इन भाषाओं में पढ़ें: Malayalam , English , Khasi , Urdu , हिन्दी , Hindi_MP , Marathi , Bengali , Manipuri , Assamese , Punjabi , Tamil , Kannada