ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବେୟଟ ଦ୍ୱାରକାରେ ଦ୍ୱାରକାଧୀଶ ମନ୍ଦିରରେ ଦର୍ଶନ ଓ ପୂଜା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 FEB 2024 11:21AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେୟଟ ଦ୍ୱାରକାରେ ଆଜି ଦ୍ୱାରକାଧୀଶ ମନ୍ଦିରରେ ପୂଜା ଏବଂ ଦର୍ଶନ କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ବେୟଟ୍ ଦ୍ୱାରକାରେ ଦ୍ୱାରକାଧୀଶ ମନ୍ଦିରରେ ପ୍ରାର୍ଥନା କରିଛି ।’
SR
(ରିଲିଜ ଆଡି: 2009671)
ପରିଦର୍ଶକ କାଉଣ୍ଟର : 99
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Odia
,
Tamil
,
Telugu
,
Kannada
,
Malayalam