ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନ୍ୟାସନାଲ କ୍ରିଏଟର ଆୱାର୍ଡରେ ଭାଗନେବାକୁ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

प्रविष्टि तिथि: 11 FEB 2024 8:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ମାଇଗଭ୍ ୱେବସାଇଟରେ ଉପଲବ୍ଧ ନ୍ୟାସନାଲ କ୍ରିଏଟର ପୁରସ୍କାରରେ ଭାଗ ନେବାକୁ ନିବେଦନ କରିଛନ୍ତି ।

 

ନ୍ୟାସନାଲ କ୍ରିଏଟର ଆୱାର୍ଡ ବାବଦରେ ମାଇଗଭ୍‌ର ଏକ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆମ ନିର୍ମାତା ସମୁଦାୟ ପାଇଁ ଏହା ଏକ ମହାନ ଅବସର ଯାହା କି ପୂରା ଭାରତରେ ଅସାଧାରଣ ପ୍ରତିଭା ଉପରେ ଫୋକସ କରିଥାଏ । ସେମାନେ ନବସୃଜନକାରୀ ହୁଅନ୍ତୁ, ପ୍ରେରଣାଦାୟୀ ହୁଅନ୍ତୁ କିମ୍ବା ପରିବର୍ତ୍ତନର ଶିଖାଧାରୀ ହୁଅନ୍ତୁ, ଆମେ ଆମ ଯୁବ ଶକ୍ତିର ଉତ୍ସବ ପାଳନ କରିବାକୁ ଚାହୁଁ ।

 

ଆଗକୁ ବଢ଼ନ୍ତୁ, ଭାଗ ନିଅନ୍ତୁ ଏବଂ ଦେଶକୁ ପ୍ରତିଭାଶାଳୀ ରଚୟନକାରୀଙ୍କ ଉତ୍ସାହ ବଢ଼ାଇବାକୁ ଦିଅନ୍ତୁ!’

 

SR


(रिलीज़ आईडी: 2008250) आगंतुक पटल : 87
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam