ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 24 JAN 2024 9:15AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆଧ୍ୟାତ୍ମ, ଜ୍ଞାନ ଏବଂ ଶିକ୍ଷାର ତପୋଭୂମି ଉତ୍ତରପ୍ରଦେଶର ନିଜ ସମସ୍ତ ପରିମାରଜନଙ୍କୁ ରାଜ୍ୟ ସ୍ଥାପନା ଦିବସର ଅନେକ ଶୁଭକାମନା । ଗତ ୭ ବର୍ଷରେ ରାଜ୍ୟର ପ୍ରଗତି ଏକ ନୂଆ କାହାଣୀ ଲେଖିଛି, ଯେଉଁଥିରେ ଜନସାଧାରଣ ରାଜ୍ୟ ସରକାରଙ୍କ ସହ ବେଶ୍ ସକ୍ରିୟ ଭାବେ ଭାଗୀଦାର ହୋଇଛନ୍ତି । ମୋର ବିଶ୍ୱାସ ଯେ ବିକଶିତ ଭାରତର ସଂକଳ୍ପ ଯାତ୍ରାରେ ଉତ୍ତରପ୍ରଦେଶ ଏକ ପ୍ରମୁଖ ଭୂମିକା ନିଭାଇବ ।’

         

 SR


(रिलीज़ आईडी: 1999812) आगंतुक पटल : 104
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Odia , Tamil , Telugu , Malayalam