ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
21 JAN 2024 9:20AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୩ ଶ୍ରୀ ରାମ ଭଜନ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ରାମଲଲାଙ୍କ ପ୍ରାଣ-ପ୍ରତିଷ୍ଠାକୁ ନେଇ ଯେପରି ଭାବନା ବଢ଼ୁଛି ତାହା ଅଭିଭୂତ କରିବା ଭଳି ।’
‘ରାମଲଲାଙ୍କ ଆଗମନକୁ ନେଇ ସବୁଆଡ଼ୁ ତାଙ୍କ ଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖାଯାଉଛି । ଏହି ଅବସର ସହ ଜଡ଼ିତ ଏହି ଗୀତ ସେହି ଭାବନାକୁ ଦର୍ଶାଉଛି ।’
‘ଏଠାରେ ଭାର୍ଗବୀ ଭେଙ୍କଟରାମ ଜୀଙ୍କ ଦ୍ୱାରା ପ୍ରଭୁ ଶ୍ରୀ ରାମଙ୍କ ଉପରେ ଏକ ମାର୍ମିକ ତାମିଲ ଗୀତର ମଧୁର ପ୍ରସ୍ତୁତି ରହିଛି ।’
SR
(Release ID: 1998399)
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam