ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୁରେଶ ୱାଡେକରଙ୍କ ଏକ ଭକ୍ତି ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 JAN 2024 9:44AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରେଶ ୱାଡେକର ଏବଂ ଆର୍ଯ୍ୟ ଆମ୍ବେଦକରଙ୍କ ଏକ ଭକ୍ତିଗୀତକୁ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ପୂରା ଦେଶ ରାମ ଭକ୍ତିରେ
ଭାବବିହ୍ୱଳିତ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ-ପ୍ରତିଷ୍ଠା ସମାରୋହ ପାଇଁ ପୂରା ଦେଶ ପ୍ରଭୁ ଶ୍ରୀରାମଙ୍କ ଭକ୍ତି ରଙ୍ଗରେ ରଙ୍ଗୀନ ହୋଇଛି । ସୁରେଶ ୱାଡେକର ଜୀ ଏବଂ ଆର୍ଯ୍ୟ ଆମ୍ବେଦକର ଜୀ ଏହି ଗୀତରେ ନିଜ ସୁମଧୁର ସ୍ୱରରେ ଏହି ଭାବନାକୁ ପ୍ରକାଶ କରିଛନ୍ତି ।’
SR
(ରିଲିଜ ଆଡି: 1997834)
ପରିଦର୍ଶକ କାଉଣ୍ଟର : 145
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam