ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭଗବାନ ରାମଙ୍କ ଭକ୍ତି ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 JAN 2024 1:09PM by PIB Bhubaneshwar
ପାୟଲ ଦେବଙ୍କ ଦ୍ୱାରା ରଚିତ, ମନୋଜ ମୁନ୍ତାଶିରଙ୍କ ଦ୍ୱାରା ଲିଖିତଏବଂ ଜୁବିନ ନୌଟିଅଲ ଗାଇଥିବା ଭଗବାନ ରାମଙ୍କ ଭକ୍ତି ଭଜନକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଶୁଭ ଅବସରରେ ଅଯୋଧ୍ୟାସହ ପୁରା ଦେଶ ରାମମୟ ହେଉଛି । ରାମ ଲଲାଙ୍କ ଭକ୍ତିରେଓତପ୍ରୋତ ଜୁବିନ ନୌଟିଅଲ, ପାୟଲ ଦେବ ଏବଂ ମନୋଜମୁନ୍ତାଶିରଙ୍କ ଏହି ସ୍ୱାଗତ ଭଜନ ବେଶ୍ ହୃଦୟସ୍ପର୍ଶୀ.. ।’
SR
(ରିଲିଜ ଆଡି: 1993985)
ପରିଦର୍ଶକ କାଉଣ୍ଟର : 80
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali-TR
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam