ପୋଷ୍ଟ କରାଯିବା ଦିନାଙ୍କ:
26 DEC 2023 9:21PM by PIB Bhubaneswar
ମଧ୍ୟପ୍ରଦେଶରେ ଚାଲିଥିବା 'ତାନସେନ୍ ଫେଷ୍ଟିଭାଲ୍'ରେ ୧,୨୮୨ ତବଲା ବାଦକଙ୍କ ପ୍ରଦର୍ଶନ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
‘‘ବହୁତ ବହୁତ ଅଭିନନ୍ଦନ! ଭାରତୀୟ ସଙ୍ଗୀତକୁ ନୂତନ ଶିଖରରେ ନେବାର ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।’’
BS