ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ମଧ୍ୟପ୍ରଦେଶର ତାନସେନ ଫେଷ୍ଟିଭାଲରେ ଅଭିନୟ କରୁଥିବା କଳାକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 26 DEC 2023 9:21PM by PIB Bhubaneshwar

 ମଧ୍ୟପ୍ରଦେଶରେ ଚାଲିଥିବା 'ତାନସେନ୍ ଫେଷ୍ଟିଭାଲ୍'ରେ ୧,୨୮୨ ତବଲା ବାଦକଙ୍କ ପ୍ରଦର୍ଶନ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

‘‘ବହୁତ ବହୁତ ଅଭିନନ୍ଦନ! ଭାରତୀୟ ସଙ୍ଗୀତକୁ ନୂତନ ଶିଖରରେ ନେବାର ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।’’

 

BS



(Release ID: 1991225) Visitor Counter : 52