ପୋଷ୍ଟ କରାଯିବା ଦିନାଙ୍କ:
25 DEC 2023 9:55AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଦନ ମହାମନା ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତ ଏବଂ ଭାରତୀୟତା ପ୍ରତି ସମର୍ପିତ ମହାମନା ପଣ୍ଡିତ ମଦନ ମୋହନ ମାଲବୀୟ ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶତ ଶତ ପ୍ରଣାମ । ତାଙ୍କ ଅତୁଳନୀୟ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେବା ଜାରି ରଖିବ ।’
SR