ପୋଷ୍ଟ କରାଯିବା ଦିନାଙ୍କ:
19 NOV 2023 10:45AM by PIB Bhubaneswar
ଆଜି ଛଟ୍ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଦିନଟି ସମସ୍ତଙ୍କ ଜୀବନରେ ନୂତନ ଉର୍ଜା ଏବଂ ଉତ୍ସାହ ଆଣୁ ବୋଲି ସେ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମହାପର୍ବ ଛଟ୍ର ସନ୍ଧ୍ୟା ଅର୍ଘ୍ୟ ପବିତ୍ର ଅବସରରେ ନିଜ ସମସ୍ତ ପରିବାରଜନଙ୍କୁ ମୋର ଅନନ୍ତ ଶୁଭକାମନା । ସୂର୍ଯ୍ୟଦେବଙ୍କ ବନ୍ଦନା ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ଉତ୍ସାହ ସୃଷ୍ଟି କରୁ । ଜୟ ଛଟି ମାତା!’
SR