ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର-ଟି୪୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ରାକେଶ ଭୈରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 24 OCT 2023 8:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ୍ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର-ଟି୪୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବା ରାକେଶ ଭୈରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ପୁରୁଷ ୧୫୦୦ ମିଟର-ଟି-୪୬ ଇଭେଣ୍ଟରେ ଚମତ୍କାର କାଂସ୍ୟ ପଦକ ଜିତିଥିବାରୁ ରାକେଶ ଭୈରାଙ୍କୁ ଅଭିନନ୍ଦନ

ତାଙ୍କ ନିଷ୍ଠା କଠିନ ପରିଶ୍ରମର ଫଳ ସ୍ୱରୂପ ଏହି ଚମତ୍କାର ପ୍ରଦର୍ଶନ କରାଯାଇଛି

 

BS

 


(रिलीज़ आईडी: 1970807) आगंतुक पटल : 124
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam