ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଶନ୍ ଗଗନାୟନ ଟିଭି D1 ପରୀକ୍ଷାମୂଳକ ଉଡାଣର ସଫଳ ଉତକ୍ଷେପଣକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
21 OCT 2023 12:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଶନ ଗଗନାୟନ ଟିଭି D1 ପରୀକ୍ଷାମୂଳକ ଉଡାଣର ସଫଳ ଉତକ୍ଷେପଣକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶକୁ ଗୋଟିଏ ପାଦ ଆଗକୁ ନେଇଛି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଏହି ଉତକ୍ଷେପଣ ଆମକୁ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଗଗନାୟନକୁ ସଫଳ କରିବାକୁ ଗୋଟିଏ ପାଦ ନିକଟତର କରିଛି। ଆମର ଇସ୍ରୋ ବୈଜ୍ଞାନିକ ମାନଙ୍କୁ ମୋର ଶୁଭେଚ୍ଛା " ।
HS
(ରିଲିଜ ଆଡି: 1969885)
ପରିଦର୍ଶକ କାଉଣ୍ଟର : 155
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam