ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାତିବିହୁ ଅବସରରେ ଆସାମବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି

Posted On: 18 OCT 2023 10:47PM by PIB Bhubaneshwar

କାତିବିହୁ ଶୁଭ ଅବସରରେ ଆସାମବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

 

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଆପଣ ସମସ୍ତଙ୍କୁ କାତିବିହୁର ହାର୍ଦ୍ଦିକ ଶୁଭକାମନା । ଏହି ପର୍ବ କ୍ଷେତରେ ପ୍ରଚୁର ଫସଲ ଭରିଦେଉ ଏବଂ ସଭିଁଙ୍କ ଜୀବନରେ ସମୃଦ୍ଧି ଓ ସୁଖ ଆଣିଦେଉ ।’

 

SR



(Release ID: 1968984) Visitor Counter : 64