ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ଜିତିଥିବା କୁସ୍ତିଯୋଦ୍ଧା ଅମନ ଶେରାୱତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2023 10:04PM by PIB Bhubaneswar

ଆଜି ଏସୀୟ କ୍ରୀଡ଼ାରେ ପୁରୁଷ କୁସ୍ତି ୫୭ କେଜି ବର୍ଗରେ ବ୍ରୋଞ୍ଜ ଜିତିଥିବା କୁସ୍ତିଯୋଦ୍ଧା ଅମନ ଶେରାୱତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଶେରାୱତଙ୍କ ଅସାଧାରଣ କୌଶଳ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ପୁରୁଷ କୁସ୍ତି ୫୭ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଅମନ ଶେରାୱତଙ୍କୁ ଅନେକ ଅଭିନନ୍ଦନ!

 

ତାଙ୍କର ଅସାଧାରଣ କୌଶଳ ପ୍ରଦର୍ଶନ ଯୋଗୁ ଏହି ଚମତ୍କାର ସଫଳତା ମିଳିଛି ଏହା ତାଙ୍କ କଠିନ ପରିଶ୍ରମ ଏବଂ ପ୍ରଶିକ୍ଷଣର ପ୍ରମାଣ

 

SR


(ରିଲିଜ ଆଡି: 1965789) ପରିଦର୍ଶକ କାଉଣ୍ଟର : 127