ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏମ୍‌ସ୍ୱନିଧି ଯୋଜନାରେ ୫୦ ଲକ୍ଷ ହିତାଧିକାରୀଙ୍କ ଅନ୍ତର୍ଭୁକ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

Posted On: 04 OCT 2023 12:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ସ୍ୱନିଧି ଯୋଜନାରେ ୫୦ ଲକ୍ଷ ହିତାଧିକାରୀ ମାନଙ୍କ ଅନ୍ତର୍ଭୁକ୍ତିକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ପିଏମ୍‌ସ୍ୱନିଧି କେବଳ ବୁଲାବିକାଳି ମାନଙ୍କର ଜୀବନକୁ ସହଜ କରିନାହିଁ ବରଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ମଧ୍ୟ ଦେଇଛି ।

ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ଏକ ପୋଷ୍ଟକୁ  X ରେ ଶେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି

ଏହି ମହାନ ସଫଳତା ପାଇଁ ଅନେକ ଅନେକ ଅଭିନନ୍ଦନ ! ମୁଁ ସନ୍ତୁଷ୍ଟ ଯେ ପିଏମ୍‌ସ୍ୱନିଧି ଯୋଜନା କେବଳ ସାରା ଦେଶରେ ଆମର ବୁଲାବିକାଳି ମାନଙ୍କର ଜୀବନକୁ ସହଜ କରିନାହିଁ, ବରଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ମଧ୍ୟ ଦେଇଛି । ”,

  ***

SSP

 



(Release ID: 1964573) Visitor Counter : 66