ପୋଷ୍ଟ କରାଯିବା ଦିନାଙ୍କ:
02 OCT 2023 9:29PM by PIB Bhubaneswar
ଏସୀୟ କ୍ରୀଡ଼ାରେ ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଥିବା ପାରୁଲ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
ଏସୀୟ କ୍ରୀଡ଼ାରେ ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ପାରୁଲ ଚୌଧୁରୀ ଉଲ୍ଲେଖନୀୟ ରୌପ୍ୟ ପଦକ ଜିତିଛନ୍ତି । ତାଙ୍କ ନିଷ୍ଠା ଏବଂ ପରିଶ୍ରମ ବାସ୍ତବରେ ଫଳ ଦେଇଛି । ଭାରତ ବେଶ୍ ଆନନ୍ଦିତ । ତାଙ୍କୁ ଅଭିନନ୍ଦନ ଏବଂ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ।’
SR