ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଥିବା ପାରୁଲ ଚୌଧୁରୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

प्रविष्टि तिथि: 02 OCT 2023 9:29PM by PIB Bhubaneshwar

ଏସୀୟ କ୍ରୀଡ଼ାରେ ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଥିବା ପାରୁଲ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଏସୀୟ କ୍ରୀଡ଼ାରେ ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ପାରୁଲ ଚୌଧୁରୀ ଉଲ୍ଲେଖନୀୟ ରୌପ୍ୟ ପଦକ ଜିତିଛନ୍ତି ତାଙ୍କ ନିଷ୍ଠା ଏବଂ ପରିଶ୍ରମ ବାସ୍ତବରେ ଫଳ ଦେଇଛି ଭାରତ ବେଶ୍ ଆନନ୍ଦିତ ତାଙ୍କୁ ଅଭିନନ୍ଦନ ଏବଂ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ।’

 

SR


(रिलीज़ आईडी: 1964067) आगंतुक पटल : 92
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam