ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
azadi ka amrit mahotsav

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୨.୦ ଆୟୋଜନ


ଏହାର ଉଦ୍ଦେଶ୍ୟ କ୍ଷେତ୍ର କାର୍ଯ୍ୟାଳୟ ଉପରେ ବିଶେଷ ଧ୍ୟାନ ଦେଇ ବିଚାରାଧୀନ ମାମଲା ଗୁଡିକୁ କମ୍ କରିବା

ସାଧାରଣ ଲୋକଙ୍କ ଜୀବନଶୈଳୀକୁ ସହଜ କରିବା ପାଇଁ ବିଭାଗ ବିଭିନ୍ନ ସର୍ବୋତ୍ତମ ଅଭ୍ୟାସ ଗୁଡିକୁ ଗ୍ରହଣ କରୁଛି

प्रविष्टि तिथि: 20 SEP 2023 4:15PM by PIB Bhubaneshwar

 

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭାଗର ସଂପୃକ୍ତ / ଅଧୀନସ୍ଥ କାର୍ଯ୍ୟାଳୟ ବ୍ୟତୀତ କ୍ଷେତ୍ର / ବାହାର କାର୍ଯ୍ୟାଳୟ ଉପରେ ବିଶେଷ ଧ୍ୟାନ ଦେବା ସହ ବିଚାରାଧୀନ ମାମଲା ଗୁଡିକୁ କମ୍ କରିବା ଏବଂ ସ୍ଥାନର ପ୍ରଭାବୀ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ . ଆୟୋଜନ କରାଯାଇଥିଲା

ଏହି ଅଭିଯାନର ଏକ ଅଂଶ ଭାବରେ ବିଭାଗ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ସହଜ କରିବା ପାଇଁ ବିଭିନ୍ନ ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିଥିଲା ବିଭାଗ ଏବଂ ଏହାର ସଂପୃକ୍ତ / ଅଧୀନସ୍ଥ କାର୍ଯ୍ୟାଳୟ ଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସ ଗୁଡ଼ିକ ନିମ୍ନଲିଖିତ ପ୍ରକାରର ଅଟେ:-

  1. ସିକ୍କିମର ରାଣୀପୁଲସ୍ଥିତ ବୀରସ୍ପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଉଥିବା ରାସ୍ତାର ସ୍ୱଚ୍ଛତା

ସ୍ୱଚ୍ଛତା ପୂର୍ବରୁ

ସ୍ୱଚ୍ଛତା ପରେ

.        ସୁନ୍ଦରନଗରସ୍ଥିତ ସୁକେତ ବୃଦ୍ଧାଶ୍ରମର ପେଭର ଟାଇଲ୍ସ ମାର୍ଗର ପରିଷ୍କାର ପରିଚ୍ଛନ୍ନତା

 

ସ୍ୱଚ୍ଛତା ପୂର୍ବରୁ

 

ସ୍ୱଚ୍ଛତା ପରେ

(iii) ସ୍ୱତନ୍ତ୍ର ଅଭିଯାନ . ସମୟରେ ବିଭିନ୍ନ ସ୍ଥାନରେ ଶ୍ରମଦାନ

ଏହି ଅଭିଯାନର ଏକ ଅଂଶ ଭାବରେ ବିଭାଗ କେବଳ ବିଭାଗରେ ନୁହେଁ, ଜାତୀୟ ଅନୁଷ୍ଠାନ ଏବଂ ଲୋକଙ୍କ ଉନ୍ନତି ପାଇଁ କେତେକ ସାର୍ବଜନୀନ ସ୍ଥାନରେ ଉନ୍ନତ/ ଆକର୍ଷଣୀୟ କର୍ମକ୍ଷେତ୍ର ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲା ବିଭାଗ ଏବଂ ଏହାର ସଂପୃକ୍ତ/ ଅଧୀନସ୍ଥ ଅଧିକାରୀଙ୍କ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପ ନିମ୍ନଲିଖିତ ପ୍ରକାରର ଅଟେ:-

.        . ସ୍ୱତନ୍ତ୍ର ଅଭିଯାନ ସମ୍ପର୍କରେ ସଚେତନତା

.        କର୍ମକ୍ଷେତ୍ରର ସୌନ୍ଦର୍ଯ୍ୟକରଣ:

.        ସ୍ଥାନ ଉପଯୋଗ:

.        ବର୍ଜ୍ୟବସ୍ତୁରୁ ସମ୍ପତ୍ତି- ବର୍ଜ୍ୟବସ୍ତୁର ପୁନଃବ୍ୟବହାର

.        ସ୍କ୍ରାପ୍ ନିଷ୍କାସନ

.        ରେକର୍ଡ ପରିଚାଳନା

.        ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟ:

***

SSP


 


(रिलीज़ आईडी: 1959687) आगंतुक पटल : 130
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Tamil