ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
ରାଷ୍ଟ୍ରୀୟ ପୋଷଣ ମାହ ୨୦୨୩ ବିଭିନ୍ନ ବିଷୟବସ୍ତୁ ଅଧୀନରେ ଜନ ଭାଗୀଦାରି ମାଧ୍ୟମରେ ଲୋକଙ୍କ ସମ୍ପୃକ୍ତିର ଶକ୍ତିକୁ ବ୍ୟବହାର କରିଥାଏ
Posted On:
20 SEP 2023 3:23PM by PIB Bhubaneshwar
ରାଷ୍ଟ୍ରୀୟ ପୋଷଣ ମାହ ୨୦୨୩ ବିଭିନ୍ନ ବିଷୟବସ୍ତୁ ଅଧୀନରେ ଜନ ଭାଗୀଦାରି ମାଧ୍ୟମରେ ଲୋକଙ୍କ ସମ୍ପୃକ୍ତିର ଶକ୍ତିକୁ ବ୍ୟବହାର କରିଥାଏ । ସ୍ୱସ୍୍ଥ ବାଳକ ସ୍ପର୍ଦ୍ଧା, ଆନେମିଆ କ୍ୟାମ୍ପ୍, ପୋଷଣ ଭି ପଢ଼ାଇ ଭି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଜନ ଆନ୍ଦୋଳନ ଡ୍ୟାଶବୋର୍ଡରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟାରେ କାର୍ଯ୍ୟକ୍ରମ ପଞ୍ଜିକୃତ କରିଛି ।
SR
(Release ID: 1959296)
Visitor Counter : 89