ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2023 10:48AM by PIB Bhubaneswar

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୌହାର୍ଦ୍ଦ୍ୟ ଏବଂ ସଦ୍ଭାବନାକୁ ଆହୁରି ଗଭୀର କରୁ ବୋଲି ଶ୍ରୀ ମୋଦୀ କାମନା କରିଛନ୍ତି

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ମୋର ସମସ୍ତ ପରିବାରଜନଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଭଉଣୀ ଏବଂ ଭାଇଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ଏବଂ ଅଗାଧ ପ୍ରେମର ଶୁଭପର୍ବ ହେଉଛି ରକ୍ଷାବନ୍ଧନ ଆମ ସଂସ୍କୃିତର ଏହା ପବିତ୍ର ପ୍ରତିବିମ୍ବ ଏହି ପର୍ବ ସମସ୍ତଙ୍କ ଜୀବନରେ ସ୍ନେହ, ସୌହାର୍ଦ୍ଦ୍ୟ ଏବଂ ସଦ୍ଭାବକୁ ଆହୁରି ଗଭୀର କରୁ ବୋଲି ମୋର କାମନା

SR


(ରିଲିଜ ଆଡି: 1953450) ପରିଦର୍ଶକ କାଉଣ୍ଟର : 167