ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଭିଁଙ୍କୁ ଓନମ୍ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 29 AUG 2023 8:52AM by PIB Bhubaneswar

ଓନମ୍ ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ସମସ୍ତଙ୍କୁ ଓନମ୍ ଶୁଭେଚ୍ଛା! ସଭିଁଙ୍କ ଜୀବନ ଉତ୍ତମ ସ୍ୱାସ୍ଥ୍ୟ, ଅପୂର୍ବ ଆନନ୍ଦ ଏବଂ ଅପାର ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଗତ ଅନେକ ବର୍ଷ ମଧ୍ୟରେ ଓନମ ଏକ ବିଶ୍ୱ ମହୋତ୍ସବରେ ପରିଣତ ହୋଇଛି ଏବଂ ଏହା କେରଳର ଜୀବନ୍ତ ସଂସ୍କୃତିକୁ ସୁନ୍ଦର ଭାବେ ପ୍ରଦର୍ଶନ କରୁଛି

SR


(ରିଲିଜ ଆଡି: 1953210) ପରିଦର୍ଶକ କାଉଣ୍ଟର : 120