ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚନ୍ଦ୍ରଯାନ-୩ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱ ନେତାଙ୍କ ଅଭିନନ୍ଦନ ବାର୍ତ୍ତା

प्रविष्टि तिथि: 24 AUG 2023 11:45PM by PIB Bhubaneswar

ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ବିଶ୍ୱନେତାମାନେ ଭାରତକୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି

ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ବାର୍ତ୍ତା ପାଇଁ ଧନ୍ୟବାଦ ଦେଇଛନ୍ତି

ଆମେରିକା ଉପରାଷ୍ଟ୍ରପତିଙ୍କ ବାର୍ତ୍ତାର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ହାର୍ଦ୍ଦିକ ଅଭିନନ୍ଦନ ପାଇଁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଧନ୍ୟବାଦ ଚନ୍ଦ୍ରଯାନର ସଫଳତା କେବଳ ଭାରତର ନୁହେଁ ବରଂ ବୈଶ୍ୱିକ ମହାକାଶ ଅନୁସନ୍ଧାନ ପାଇଁ ଏକ ମାଇଲଖୁଣ୍ଟ ମହାକାଶ ଗବେଷଣାରେ ସହଯୋଗାତ୍ମକ ଭାବନା ଆମ ପ୍ରଗତିର ଯାତ୍ରାକୁ ଗତି ଦେଇଥାଏ

SR


(रिलीज़ आईडी: 1953104) आगंतुक पटल : 137
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam