ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜଣାଶୁଣା ପରମାଣୁ ପଦାର୍ଥ ବିଜ୍ଞାନୀ ଶ୍ରୀ ବିକାଶ ସିହ୍ନାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
11 AUG 2023 8:43PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଣାଶୁଣା ପରମାଣୁ ପଦାର୍ଥ ବିଜ୍ଞାନୀ ଶ୍ରୀ ବିକାଶ ସିହ୍ନାଙ୍କ ମୃତ୍ୟୁରେ ଗଭୀର ଦୁଃଖପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ ଟ୍ବିଟ୍ ବାର୍ତ୍ତାରେ କହିଛନ୍ତି :
ଶ୍ରୀ ବିକାଶ ସିହ୍ନା ଜିଙ୍କ ବିଜ୍ଞାନ ପ୍ରତି ବିଶେଷ କରି ପରମାଣୁ ଭୌତିକି ଏବଂ ଉଚ୍ଚ ଶକ୍ତି ଭୌତିକି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ସର୍ବଦା ମନେ ରହିବେ। ଏକ ଜୀବନ୍ତ ରିସର୍ଚ୍ଚ ଇକୋସିଷ୍ଟମକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ଉତ୍ସାହ ସ୍ମରଣୀୟ ଅଟେ। ତାଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରୁଛି। ତାଙ୍କର ପରିବାର ଏବଂ ଶୁଭଚିନ୍ତକଙ୍କ ପ୍ରତି ସମବେଦନା। ଓଁ ଶାନ୍ତି।
BS
(रिलीज़ आईडी: 1950290)
आगंतुक पटल : 155
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam