ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆପ୍ଲାଏଡ୍ ମାଟେରିଆଲ୍ସ ସିଇଓ ଗ୍ୟାରି ଇ. ଡିକରସନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

प्रविष्टि तिथि: 22 JUN 2023 10:24AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଆପ୍ଲାଏଡ୍ ମାଟେରିଆଲ୍ସର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଗ୍ୟାରି . ଡିକରସନଙ୍କୁ ଭେଟିଛନ୍ତି

ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମଜଭୁତ କରିବାରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଆପ୍ଲାଏଡ୍ ମାଟେରିଆଲ୍ସକୁ ଆମନ୍ତ୍ରଣ କରିଛନ୍ତି ଏଥିସହ ଭାରତରେ ପ୍ରକ୍ରିୟା ପ୍ରଯୁକ୍ତି ଏବଂ ଉନ୍ନତ ପ୍ୟାକେଜିଂ ଦକ୍ଷତାର ବିକାଶ ପାଇଁ ମଧ୍ୟ ଆପ୍ଲାଏଡ୍ ମାଟେରିଆଲ୍ସକୁ ଆମନ୍ତ୍ରଣ କରିଛନ୍ତି

କୁଶଳ କର୍ମଜୀବୀ ସୃଷ୍ଟି କରିବା ନିମନ୍ତେ ଭାରତର ଶିକ୍ଷା ଅନୁଷ୍ଠାନ ସହ ଆପ୍ଲାଏଡ୍ ମାଟେରିଆଲ୍ସର ସହଯୋଗ କ୍ଷମତା ଉପରେ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଡିକରସନ୍ ଆଲୋଚନା କରିଥିଲେ

SR


(रिलीज़ आईडी: 1934333) आगंतुक पटल : 141
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam