ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆମେରିକାର ବୌଦ୍ଧ ବିଦ୍ୱାନ ତଥା ଶିକ୍ଷାବିତ୍ ରବର୍ଟ ଥର୍ମନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
21 JUN 2023 1:27PM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ବୌଦ୍ଧ ବିଦ୍ୱାନ, ଲେଖକ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଫେସର ରର୍ବଟ ଥର୍ମନଙ୍କୁ ସାକ୍ଷାତ କରିଛନ୍ତି ।
ବୌଦ୍ଧିକ ମୂଲ୍ୟବୋଧ କିପରି ବୈଶ୍ୱିକ ଆହ୍ୱାନର ସମାଧାନ ପାଇଁ ମାର୍ଗଦର୍ଶିକା ହୋଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ଏବଂ ପ୍ରଫେସର ଥର୍ମନ ମତ ବିନିମୟ କରିଥିଲେ । ଭାରତର ବୌଦ୍ଧିକ ସଂଯୋଗ ଏବଂ ବୌଦ୍ଧିକ ଐତିହ୍ୟର ସଂରକ୍ଷଣ ପାଇଁ ଭାରତ ଦ୍ୱାରା କରାଯାଉଥିବା ଉଦ୍ୟମ ଉପରେ ଆଲୋଚନା କରିଥିଲେ ।
SR
(ରିଲିଜ ଆଡି: 1933963)
ପରିଦର୍ଶକ କାଉଣ୍ଟର : 149
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam