ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୋଗ ଶରୀରର ଶକ୍ତି ଏବଂ ମନର ଶାନ୍ତି, ଉଭୟକୁ ବୃଦ୍ଧି କରିଥାଏ : ପ୍ରଧାନମନ୍ତ୍ରୀ

Posted On: 17 JUN 2023 8:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଯୋଗକୁ ନିଜର ଦୈନିକ କାର୍ଯ୍ୟରେ ସାମିଲ୍ କରିବା ପାଇଁ ଆହ୍ବାନ କରିଛନ୍ତି। 

ଯୋଗ ବିଷୟରେ ଭିଡିଓକୁ ସେୟାର କରି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି : 

ଯୋଗ ଶରୀରର ଶକ୍ତି ଓ ମନର ଶାନ୍ତି ଉଭୟକୁ ବୃଦ୍ଧି କରିଥାଏ। ଆସନ୍ତୁ ସୁସ୍ଥ ଜୀବନ ପାଇଁ ଏହାକୁ ଆମେ ଆମର ଦୈନନ୍ଦିନ କାର୍ଯ୍ୟରେ ସାମିଲ୍ କରିବା। ବିଭିନ୍ନ ଆସନର କିଛି ଭିଡିଓ ଆପଣଙ୍କ ପାଇଁ ପ୍ରଦାନ କରୁଛି। 

BS



(Release ID: 1933494) Visitor Counter : 97