ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜବଲପୁରରେ ପ୍ରାଚୀନ ଷ୍ଟେପୱେଲର ପୁନରୁଦ୍ଧାରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 05 JUN 2023 1:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜବଲପୁରରେ ଜଳ ସଂରକ୍ଷଣ ଦିଗରେ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ସେଠାରେ ଥିବା ପ୍ରାଚୀନ ଷ୍ଟେପୱେଲର ପୁନରୁଦ୍ଧାର ପାଇଁ ନାଗରିକଙ୍କୁ ପ୍ରଶଂସା କରିଛନ୍ତି ।

ଲୋକସଭା ସଦସ୍ୟ ଶ୍ରୀ ରାକେଶ ସିଂଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ବହୁତ ପ୍ରଶଂସନୀୟ ଉଦ୍ୟମ! ଜଳ ସଂରକ୍ଷଣ ପାଇଁ ଜବଲପୁରରେ ଜନଭାଗିଦାରୀର ଏହି ଭାବନା ସମସ୍ତଙ୍କୁ ପ୍ରେରିତ କରିବ ।’

 SR


(ରିଲିଜ ଆଡି: 1929875) ପରିଦର୍ଶକ କାଉଣ୍ଟର : 204