ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତରପ୍ରଦେଶର ଇଟାୱାରେ ସ୍ୱନିଧି ମହୋତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
02 JUN 2023 6:28PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଇଟାୱାରେ ଆୟୋଜିତ ସ୍ୱନିଧି ମହୋତ୍ସବର ପ୍ରଶଂସା କରିଛନ୍ତି, ଯେଉଁଠି ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ହିତାଧିକାରୀଙ୍କୁ ଅଧିକ ଋଣ ବିତରଣ ଏବଂ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଇଟାୱାରେ ଏହି ପଦକ୍ଷେପ ବହୁତ ପ୍ରଶଂସନୀୟ! ଏପରି ଆୟୋଜନ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ସହ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ବିଶେଷ ଯୋଗଦାନ ଦେଉଥିବା ଲୋକଙ୍କକୁ ସମ୍ମାନିତ କରିବାର ଏକ ମାଧ୍ୟମ ମଧ୍ୟ ହୋଇପାରିଛି’ ।
SR
(रिलीज़ आईडी: 1929873)
आगंतुक पटल : 164
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam