ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ମୋତେ ଦେଶସେବା ପାଇଁ ପ୍ରେରିତ କରୁଛି: ପ୍ରଧାନମନ୍ତ୍ରୀ
प्रविष्टि तिथि:
26 MAY 2023 2:52PM by PIB Bhubaneshwar
ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ତିନି ଦେଶ ଗସ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ଆଗମନରେ ଲୋକଙ୍କ ଉତ୍ସାହ ସମ୍ପର୍କରେ ନ୍ୟୁଜ ଆଙ୍କର ସୁଶ୍ରୀ ରୁବିକା ଲିୟାକତଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ପ୍ରଧାନମନ୍ତ୍ରୀ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା କୋଟି କୋଟି ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ଯାହା ମୋ ଭିତରେ ନୂଆ ଶକ୍ତି ଭରି ଦେବା ସହ ନିରନ୍ତର ଦେଶସେବା ପାଇଁ ପ୍ରେରିତ କରିଥାଏ ।”
SR
(रिलीज़ आईडी: 1927526)
आगंतुक पटल : 148
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam