ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନମୋ ଆପ୍ ମାଧ୍ୟମରେ କୋଟି କୋଟି ଦେଶବାସୀଙ୍କ ସହ ଯୋଡ଼ି ହୋଇ ରହିବା ମୋ ପାଇଁ ସୌଭାଗ୍ୟର କଥା: ପ୍ରଧାନମନ୍ତ୍ରୀ

प्रविष्टि तिथि: 15 MAY 2023 2:37PM by PIB Bhubaneshwar

ଏହି ଆପର ବିଭିନ୍ନ ଦିଗକୁ ବୁଝାଇ ସାଂସଦ କଲୋନେଲ ରାଜ୍ୟବର୍ଦ୍ଧନ ରାଥୋଡ କରିଥିବା ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି:

ନମୋ ଆପ୍ ମାଧ୍ୟମରେ ଦେଶବାସୀଙ୍କ ସହ ନିରନ୍ତର ଯୋଡ଼ି ହୋଇ ରହିବା ମୋ ପାଇଁ ସୌଭାଗ୍ୟର କଥା

 SR


(रिलीज़ आईडी: 1924166) आगंतुक पटल : 144
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam