ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମରିସସରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ସ୍ଥାପିତ କରାଯାଇଥିବାରୁ ସନ୍ତୋଷତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 01 MAY 2023 3:01PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ସ୍ଥାପନ କରାଯାଇଥିବାରୁ ସନ୍ତୋଷତା ପ୍ରକାଶ କରିଛନ୍ତି ଓ ଏହା ସବୁ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ଉଲ୍ଲେଖ କରିଛନ୍ତି

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିଷ ଏକ ଟୁଇଟର ପ୍ରତ୍ୟୁତରରେ ପ୍ରଧାନମନ୍ତ୍ରୀ ଟୁଇଟ୍   କରିଛନ୍ତି:

“ଏହା ଦେଖି ସମସ୍ତ ଭରତୀୟଙ୍କୁ ଗର୍ବ ଅନୁଭବ ହେଉଛି! ଛତ୍ରପତି ଶିବାଜୀ ମହାରାଜଙ୍କ ବିଚାରଧାରା ସାରା ବିଶ୍ବରେ ଗୁଞ୍ଜରିତ ହେଉଛିପିଏମ୍ @KumarJugnauthଙ୍କର ଗରୀମାମୟୀ ଉପସ୍ଥିତି ଏହି ଅବସରକୁ ଆହୁରି ସ୍ବତନ୍ତ୍ର କରିଛି

BS


(रिलीज़ आईडी: 1921262) आगंतुक पटल : 148
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam