ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅରୁଣାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ନିଃଶୁଳ୍କ ପାଠାଗାର ସ୍ଥାପନ କରିଥିବାରୁ ନଗୁରାଙ୍ଗ ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 01 MAY 2023 4:56PM by PIB Bhubaneswar

ଅରୁଣାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ମାଗଣା ଲାଇବ୍ରେରୀ ଷ୍ଟେଶନ ସ୍ଥାପନ କରିଥିବାରୁ ନଗୁରାଙ୍ଗ ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ପ୍ରଶଂସନୀୟ ପ୍ରୟାସ’ ।

SR


(ରିଲିଜ ଆଡି: 1921162) ପରିଦର୍ଶକ କାଉଣ୍ଟର : 183