ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିମଲାରେ ସାନିଟାରୀ ନ୍ୟାପକିନ ପ୍ଲାଣ୍ଟ ଉପକ୍ରମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 APR 2023 4:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସିମଲାରେ ସାନିଟାରୀ ନ୍ୟାପକିନ ପ୍ଲାଣ୍ଟ ମହିଳା ସଶକ୍ତିକରଣ ସହ ସ୍ୱାସ୍ଥ୍ୟ ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ ।
ସାଂସଦ ଶ୍ରୀ ସୁରେଶ କଶ୍ୟପଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସିମଲାରେ ଏହି ସାନିଟାରୀ ନ୍ୟାପକିନ ପ୍ଲାଣ୍ଟ ମହିଳା ସଶକ୍ତିକରଣ ଦିଗରେ ଏକ ପ୍ରଶଂସନୀୟ ଉପକ୍ରମ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ସାଙ୍ଗକୁ ରୋଜଗାରର ମାଧ୍ୟମ ପାଲଟିଥିବା ବେଶ ଖୁସିର କଥା ।”
SR
(ରିଲିଜ ଆଡି: 1918958)
ପରିଦର୍ଶକ କାଉଣ୍ଟର : 102
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam