ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାଆ ଓ ଭଉଣୀମାନଙ୍କ ଜୀବନରେ ଉଜ୍ଜ୍ୱଳା ଯୋଜନାର ପ୍ରଭାବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 APR 2023 4:53PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଭାରତର ମାଆ ଓ ଭଉଣୀମାନଙ୍କ ଉପରେ ଉଜ୍ଜ୍ୱଳା ଯୋଜନାର ପ୍ରଭାବକୁ ପ୍ରଶଂସା କରିଛନ୍ତି ।
ଉଜ୍ଜ୍ୱଳା ଯୋଜନା ଦ୍ୱାରା କିପରି ଦେଶର ମାଆ ଓ ଭଉଣୀ ଲାଭ ପାଉଛନ୍ତି ସେ ସମ୍ପର୍କରେ ଏକ ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଜ୍ଜ୍ୱଳା ଯେଉଁଭଳି ଭାବେ ଆମ ଗରିବ ମାଆ ଓ ଭଉଣୀମାନଙ୍କର ଜୀବନକୁ ସହଜ କରି ଖୁସିରେ ଭରି ଦେଇଛି, ତାହା ବେଶ ଉତ୍ସାହପ୍ରଦ ।”
SR
(ରିଲିଜ ଆଡି: 1914655)
ପରିଦର୍ଶକ କାଉଣ୍ଟର : 165
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam