ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କିସାନ କ୍ରେଡିଟ କାର୍ଡ ଆମ ପରିଶ୍ରମୀ ଚାଷୀମାନଙ୍କ ଜୀବନକୁ ସହଜ କରିଛି: ପ୍ରଧାନମନ୍ତ୍ରୀ
Posted On:
06 APR 2023 10:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କିସାନ କ୍ରେଡିଟ କାର୍ଡ ଆମେ ପରିଶ୍ରମୀ ଚାଷୀମାନଙ୍କ ଜୀବନକୁ ସହଜ କରିଛି ଓ ଏହା ହିଁ କାର୍ଡର ମୁଖ୍ୟ ଉଦ୍ଦେଶ୍ୟ ।
ହାଥରସ ସାଂସଦ ଶ୍ରୀ ରାଜଭିର ଦିଲେର ଏକ ଟ୍ୱିଟ ଶୃଙ୍ଖଳରେ କିସାନ କ୍ରେଡିଟ କାର୍ଡରେ ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ସୂଚନା ଦେଇଛନ୍ତି ।
ହାଥରସ ସାଂସଦଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଦେଖି ଖୁସି ଲାଗୁଛି ଯେ, କିସାନ କ୍ରେଡିଟ କାର୍ଡ ଆମ ପରିଶ୍ରମୀ ଅନ୍ନଦାତାମାନଙ୍କ ଜୀବନକୁ ସହଜ କରିଛି । ଏହା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ।”
SR
(Release ID: 1914461)
Visitor Counter : 169
Read this release in:
Bengali
,
Assamese
,
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam