ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୌର ଶକ୍ତି ଉତ୍ପାଦନ ପାଇଁ ଗୋଆ ସୋଲାର ରୁଫ୍‍ଟପ୍‍ ପୋର୍ଟାଲକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 03 APR 2023 7:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସୌର ଶକ୍ତି ବ୍ୟବହାର ତଥା ନିରନ୍ତର ବିକାଶ ପାଇଁ ଗୋଆ ସୋଲାର ରୁଫ୍‍ଟପ୍‍ ପୋର୍ଟାଲ ଏକ ଭଲ ପଦକ୍ଷେପ ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ଏବଂ ବିଦ୍ୟୁତ ବିଭାଗ ସହିତ ମିଳିତ ଭାବେ ଗୋଆ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଜିଇଡିଏ) ଦ୍ୱାରା ସୋଲାର ରୁଫ୍‍ଟପ୍‍ ଅନଲାଇନ୍ ପୋର୍ଟାଲ୍ goasolar.inବିକଶିତ ହୋଇଛି

ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତଙ୍କ ଏକ ଟୁଇଟ୍ ସୂତ୍ରର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

ସୌର ଶକ୍ତି ବ୍ୟବହାର ଏବଂ ନିରନ୍ତର ବିକାଶକୁ ଆଗକୁ ନେବା ଦିଗରେ ଭଲ ପଦକ୍ଷେପ

HS


(रिलीज़ आईडी: 1913171) आगंतुक पटल : 144
इस विज्ञप्ति को इन भाषाओं में पढ़ें: Punjabi , Bengali , Telugu , English , Urdu , हिन्दी , Marathi , Manipuri , Assamese , Gujarati , Tamil , Kannada , Malayalam