ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଏମଜିଆରବି ଆରମ୍ଭ କଲା ଏକୀକୃତ ମୂଲ୍ୟ କାର୍ଯ୍ୟକାରିତା - ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ସଂସ୍କାର


ଶକ୍ତି ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ସଂସ୍କାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ

Posted On: 31 MAR 2023 9:13AM by PIB Bhubaneshwar

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ ଏକୀକୃତ ମୂଲ୍ୟ କାର୍ଯ୍ୟକାରିତା ଆରମ୍ଭ କରିଛି - ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ସଂସ୍କାର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଶକ୍ତି ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ସଂସ୍କାର

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ଟୁଇଟ୍ ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଦେଶର ସମସ୍ତ ଅଞ୍ଚଳର ଅର୍ଥନୈତିକ ବିକାଶର ଉଦ୍ଦେଶ୍ୟ ଅନୁଯାୟୀ ପିଏମଜିଆରବି ଏକୀକୃତ ମୂଲ୍ୟ କାର୍ଯ୍ୟକାରିତା ଆରମ୍ଭ କରିଛି - ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ସଂସ୍କାର

ଶ୍ରୀ ପୁରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ମୂଲ୍ୟ ପ୍ରଣାଳୀ ଭାରତକୁ "ଗୋଟିଏ ଦେଶ ଗୋଟିଏ ଗ୍ରୀଡ ଗୋଟିଏ ଦରମଡେଲ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଦୂର ଅଞ୍ଚଳରେ ଗ୍ୟାସ ବଜାରକୁ ମଧ୍ୟ ବୃଦ୍ଧି କରିବ

କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍ ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଶକ୍ତି ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାର

HS


(Release ID: 1912518)