ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱଚ୍ଛତାକୁ ପ୍ରୋତ୍ସାହନ ପାଇଁ ସୀତାପୁର ସାଂସଦ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 22 FEB 2023 10:11AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୀତାପୁର (ୟୁପି) ରୁ ଲୋକସଭା ସାଂସଦ ଶ୍ରୀ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସୀତାପୁର ସାଂସଦଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୁଁ ନିଶ୍ଚିତ ଯେ ନିଜ ନିଜ ପରିବେଶକୁ ସଫା ରଖିବା ପାଇଁ ଏହା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବ । ଏଥି ସହିତ, ସେମାନେ ସ୍ୱଚ୍ଛତା ସହ ଜଡିତ ପ୍ରୟାସ ପାଇଁ ଅନୁପ୍ରାଣିତ ହେବେ ।”

HS


(रिलीज़ आईडी: 1901330) आगंतुक पटल : 195
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Manipuri , Assamese , Punjabi , Punjabi , Gujarati , Tamil , Telugu , Kannada , Malayalam