ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶର ବିଭିନ୍ନ ସ୍ଥାନରୁ ୧୦,୦୬୨ ବିଦ୍ୟାର୍ଥୀ ‘ଚିତାକୁ ଭାରତକୁ ଫେରାଇ ଆଣିବା ସଚେତନତା କାର୍ଯ୍ୟକ୍ରମ' ରେ ଭାଗ ନେଇଛନ୍ତି

प्रविष्टि तिथि: 22 FEB 2023 2:09AM by PIB Bhubaneswar

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ ଅଧୀନସ୍ଥ କାର୍ଯ୍ୟାଳୟ ନୂଆଦିଲ୍ଲୀ ସ୍ଥିତ ଜାତୀୟ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଏବଂ ମହୀଶୂର, ଭୋପାଳ, ଭୁବନେଶ୍ୱର ଏବଂ ସୱାଇ ମାଧୋପୁର ଠାରେ ଅବସ୍ଥିତ ଏହାର ଆଞ୍ଚଳିକ ସଂଗ୍ରହାଳୟ ଚିତାକୁ ଭାରତକୁ ଫେରାଇ ଆଣିବା - ଦେଶର ପ୍ରାକୃତିକ ଐତିହ୍ୟକୁ ଫେରାଇ ଆଣିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମକୁ ୧୪ - ୧୮ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜନ କରା ଯାଇଥିଲା ଏବଂ ଏଥିରେ ସମଗ୍ର ଦେଶର ୧୦,୦୬୨ ବିଦ୍ୟାର୍ଥୀ ଏଥିରେ ଭାଗ ନେଇଥିଲେ ।

***

SSP


(रिलीज़ आईडी: 1901212) आगंतुक पटल : 163
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Punjabi