ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଉତ୍ପତ୍ତି ସ୍ଥଳରୁ ମାଲ ପରିବହନରେ ରେକର୍ଡ ଆୟ ପାଇଁ ଦକ୍ଷିଣ ମଧ୍ୟ ରେଳବାଇକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 15 FEB 2023 6:56PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ପତ୍ତି ସ୍ଥଳରୁ ମାଲ ପରିବହନରେ ରେକର୍ଡ ଆୟ କରିଥିବା ଦକ୍ଷିଣ ମଧ୍ୟ ରେଳବାଇକୁ ପ୍ରଶଂସା କରିଛନ୍ତି । ଏହି ଆୟ ଦକ୍ଷିଣ ମଧ୍ୟ ରେଳବାଇ ଆରମ୍ଭ ହେବା ଦିନଠାରୁ ସର୍ବାଧିକ ରହିଛି ।

ଦକ୍ଷିଣ ମଧ୍ୟ ରେଳବାଇର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବଢିଆ ଆରମ୍ଭ ! ଆର୍ଥିକ ବିକାଶ ପାଇଁ ମଧ୍ୟ ଶୁଭ ସଂକେତ ।”

SR


(रिलीज़ आईडी: 1899605) आगंतुक पटल : 174
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam